ଆଇ ଲଭ୍ ୟୁ

ଓଡ଼ିଆ କଥାଚିତ୍ର ଆଇ ଲଭ୍ ୟୁରେ ଅନୁଭବ ମହାନ୍ତି, ନମ୍ରତା ଥାପ୍ପା, ବିଜୟ ମହାନ୍ତି, ତନ୍ଦ୍ର ରାୟ, ଅନିତା ଦାସ, ପିଣ୍ଟୁ ନନ୍ଦ, ହର ପଟ୍ଟନାୟକ ଓ ନିହାରିକା ସାହୁ ପ୍ରମୁଖ ଅଭିନୟ କରିଥିଲେ । ଏହି କଥାଚତ୍ରଟି ୨୦୦୪ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହା ଥିଲା ଅନୁଭବ ମହାନ୍ତିଙ୍କ ଅଭିନୀତ ପ୍ରଥମ କଥାଚିତ୍ର, ଯାହାର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ ।

0
0

Leave a Reply

Your email address will not be published. Required fields are marked *