ଗୁପ୍‍ଚୁପ୍

ଓଡ଼ିଆ କଥାଚିତ୍ର ଗୁପ୍‍ଚୁପ୍ ୨୦୨୨ ମସିହାର ରଜ ସମୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଅମ୍ଳାନ ଦାସ, ଶୈଳେନ୍ଦ୍ର ସାମନ୍ତରାୟ, ଅନନ୍ୟା ମିଶ୍ର, ସନମୀରା ନାଗେଶ, ପପୁ ପମ୍ ପମ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

0
0

Leave a Reply

Your email address will not be published. Required fields are marked *