ଡ୍ୟାଡି

ଓଡ଼ିଆ କଥାଚିତ୍ର ଡ୍ୟାଡି ୨୦୧୪ ମସିହାରେ ମୁକ୍ତିଲାଭ କରିଥିଲା । ଅରିନ୍ଦମ ରାୟ, ହରିହର ମହାପାତ୍ର, ଅପରାଜିତା ମହାନ୍ତି, ମିହିର ଦାସ, ଲିପି ପରିଡ଼ା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

0
0

Leave a Reply

Your email address will not be published. Required fields are marked *