ବିଦ୍ୟାରାଣ

ବାବୁଶାନ୍ ମହାନ୍ତି ଓ ଶିବାନୀ ସଙ୍ଗୀତାଙ୍କ ଅଭିନୀତ ଓଡ଼ିଆ କଥାଚିତ୍ର ବିଦ୍ୟାରାଣ ୨୦୨୨ ମସିହାର ରଥଯାତ୍ରା ସମୟରେ ମୁକ୍ତିଲାଭ କରିଥିଲା । ଉତ୍ତମ ମହାନ୍ତି, ସୋମା ଭୌମିକ୍, ଅଭିଶେକ ଗିରି, ପୁପୁଲ ଭୂୟାଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

0
0

Leave a Reply

Your email address will not be published. Required fields are marked *