ବୟସର ଅନ୍ତେ

ବୟସର ଅନ୍ତେ ହେଉଛି ଏକ ଓଡ଼ିଆ ଟିଏଟର ନାଟକ, ଯାହାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜଣାଶୁନା ଓଡ଼ିଆ ଅଭିନେତା ସମରେଶ ରାଉତରାୟ ଓ ଅଭିନେତ୍ରୀ ଅନୁ ଚୌଧୁରୀ । ଏହି ନାଟକଟିକୁ ଲୋକମାନେ ଧଉଳୀ ଏକ୍ସପ୍ରେସ ସହିତ ମୁଖ୍ୟତଃ ତୁଳନା କରୁଛନ୍ତି, କାରଣ ଅନୁ ଓ ସମରେଶ ଏହି କଥାଚିତ୍ରଟିର ପରେ ପୁଣିଥରେ ଏକାଠି ଏହି ନାଟକରେ ଅଭିନୟ କରିଛନ୍ତି ।

0
0

Leave a Reply

Your email address will not be published. Required fields are marked *