ତରଙ୍ଗ ପ୍ଲସ୍ର ପ୍ରଥମ ଓଡ଼ିଆ ୱେବ୍ ସରିଜ୍ ହେଉଛି ଚୁମ୍ବକ । ଏହି ସିରିଜ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦିବ୍ୟା ମହାନ୍ତି ଓ ତମନ୍ନା ବ୍ୟାସ । ଏହା ତରଙ୍ଗ ପ୍ଲସ୍ରେ ପେଡ୍ ସବ୍ସ୍କ୍ରିପ୍ସନ ସହିତ ଉପଲବ୍ଧ ହେଉଛି, ଯାହାର ପ୍ରଥମ ଅଧ୍ୟାଟି ମୁକ୍ତ ଭାବରେ ଦେଖିବାକୁ ଉପଲବ୍ଧ ଅଛି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.