ଇଚ୍ଛା

ଓଡ଼ିଆ ୱେବ୍ ସିରିଜ୍ ଇଚ୍ଛାର ମୁଖ୍ୟ ଭୂମିକାର ଅଭିନୟ କରିଥିଲେ ଗାର୍ଗୀ ମହାନ୍ତି, ରାଜ ରାଜେଶ ପଣ୍ଡା ଓ ଦୁଷ୍ମନ୍ତ ପଣ୍ଡା । ଏହି ସିରିଜ୍‍‍ଟି ଓଡ଼ିଆ ଓଟଟି ପ୍ଲାଟଫର୍ମ ତରଙ୍ଗ ପ୍ଲସ୍‍‍ରେ ପେଡ୍ ସବ୍‍ସ୍କ୍ରିପ୍ସନ ସହିତ ଉପଲବ୍ଧ ହେଉଛି, ଯାହାର କେବଳ ପ୍ରଥମ ଏପିସୋଡ଼ଟି ମୁକ୍ତ ଭାବରେ ଦେଖିବାକୁ ଉପଲବ୍ଧ ହେଉଛି ।

0
0

Leave a Reply

Your email address will not be published. Required fields are marked *