ଓଡ଼ିଆ ଧାରାବାହିକ ନେଇଯା’ରେ ମେଘ ମତେ

ଓଡ଼ିଆ ଦୂରଦର୍ଶନ ଧାରାବାହିକ ନେଇଯା’ରେ ମେଘ ମତେର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବୀକା ଅରୁନ୍ଧତୀ ସାମଲ, ସ୍ନିଗ୍ଧା ମହାନ୍ତି, ମାମୁନି ମିଶ୍ର, ରତନ ମେହେର ପ୍ରମୁଖ । ଏହା ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା ଏବଂ ଏବେ ତରଙ୍ଗ ପ୍ଲସ୍‍‍ରେ ପେଡ୍ ସବ୍‍ସ୍କ୍ରିପ୍ସନ ସହିତ ଉପଲବ୍ଧ ଅଛି ।

11
0

Leave a Reply

Your email address will not be published. Required fields are marked *