ଫାଲ୍‍ଗୁନ ଚୈତ୍ର

ଓଡ଼ିଆ କଥାଚିତ୍ର ଫାଲଗୁନ ଚୈତ୍ର ୨୦୨୩ ମସିହାର ମଇ ୧୨ ତାରିଖରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟ ସମେତ ଭାରତ ତଥା ଭାରତ ବାହାରେ ମୁକ୍ତିଲାଭ କରିଥିଲା । ପାର୍ଥସାରଥୀ ରାୟ, ବି ଏମ୍ ବୈଶାଳୀ ଓ ଅନନ୍ୟା ମିଶ୍ର ଭଳି କଳାକାରମାନେ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚୌଧୁରୀ ବିକାଶ ଦାସ, ଭାସ୍ୱତୀ ବସୁ, ସୁକାନ୍ତ ରଥ ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପିନାକୀ ସିଂହ ଏବଂ ଶିଶିର କୁମାର ସାହୁ । ଡ. ସୁଲଗ୍ନା ମହାନ୍ତିଙ୍କ ଦ୍ୱାରା କାହାଣୀ ଦ୍ୱାରା ନିର୍ମିତ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶକ୍ତି ଜଗଦେବ ।

15
4

Leave a Reply

Your email address will not be published. Required fields are marked *